ଅର୍ଥ : ଯାହା ସମ୍ମାନଜନକ ନୁହେଁ ବା ସାମାଜିକ ଚଳଣି ଅନୁସାରେ ସ୍ୱୀକୃତ ନୁହେଁ
ଉଦାହରଣ :
ଆପଣଙ୍କ ଭଳି ବ୍ୟକ୍ତିଙ୍କର ଅଶୋଭନୀୟ ଭାଷା ପ୍ରୟୋଗ କରିବା ଅନୁଚିତ
ଅନ୍ୟ ଭାଷାରେ ଅନୁବାଦ :
जो सम्मानजनक या सामाजिक तौर पर स्वीकृत न हो।
आप जैसे व्यक्ति को अशोभनीय भाषा का प्रयोग नहीं करना चाहिए।Not in keeping with accepted standards of what is right or proper in polite society.
Was buried with indecent haste.