ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯିଏ ଧର୍ମ ଅନୁସାରେ ପବିତ୍ର ନୁହେଁ
ଉଦାହରଣ : ହିନ୍ଦୁଧର୍ମର ବ୍ୟବସ୍ଥା ଅନୁସାରେ କୌଣସି ବି ଅପବିତ୍ର ସ୍ଥାନରେ ଗଙ୍ଗାଜଳ ଛିଞ୍ଚିଲେ ତାହା ପବିତ୍ର ହୋଇଯାଏ
ସମକକ୍ଷ : ଅପବିତ୍ର, ଅଶୁଦ୍ଧ, ଅସୂଚି, ଦୂଷିତ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जो धर्मानुसार पवित्र न हो।
Not holy because unconsecrated or impure or defiled.
ଅର୍ଥ : ଧର୍ମାନୁସାରେ ଅପବିତ୍ର ହେବାର ଅବସ୍ଥା ବା ଭାବ
ଉଦାହରଣ : ସେ ଶାରୀରିକ ଅଶୁଚି ଦୂର କରିବାପାଇଁ କିଛି ଧାର୍ମିକ କର୍ମ କରୁଛନ୍ତି
ସମକକ୍ଷ : ଅପବିତ୍ର, ଅଶୁଚି, ଅଶୁଦ୍ଧ
ସଂସ୍ଥାପନ କରନ୍ତୁ