ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ରାମଙ୍କ ପୂର୍ବଜ ଏବଂ ସଗରଙ୍କ ପିତା ଥିବା ଇକ୍ଷ୍ବାକୁ ବଂଶର ଜଣେ ରାଜା
ଉଦାହରଣ : ଅସିତ ଭରତଙ୍କ ପୁତ୍ର ଥିଲେ
ଅନ୍ୟ ଭାଷାରେ ଅନୁବାଦ :हिन्दी English
इक्ष्वाकु वंश के एक राजा जो राम के पूर्वज थे और सगर के पिता थे।
An imaginary being of myth or fable.
ଅର୍ଥ : ଜଣେ ଋଷି
ଉଦାହରଣ : ରାଜା ସୀହହନୁଙ୍କ ଗୁରୁ ଏବଂ ରାଜପୁରୋହିତ ଥିଲେ ଅସିତ ଋଷି
ସମକକ୍ଷ : ଅସିତ ଋଷି
एक ऋषि।
A mentor in spiritual and philosophical topics who is renowned for profound wisdom.
ଅର୍ଥ : ଯାହା ଶ୍ୱେତ ନୁହେଁ
ଉଦାହରଣ : ବିଧବାମାନଙ୍କପାଇଁ ଅଶ୍ୱେତ ବସ୍ତ୍ର ବର୍ଜିତ ଥିଲା
ସମକକ୍ଷ : ଅଶୁଭ୍ର, ଅଶ୍ୱେତ
ଅନ୍ୟ ଭାଷାରେ ଅନୁବାଦ :हिन्दी
जो श्वेत न हो।
ସଂସ୍ଥାପନ କରନ୍ତୁ