ଅର୍ଥ : ଅକସ୍ମାତ ବା ଅଚାନକ ଘଟୁଥିବା ଘଟଣା ବା କଥା
ଉଦାହରଣ :
ଆକସ୍ମିକତାରୁ ସୁରକ୍ଷା ପାଇବାପାଇଁ ପ୍ରତ୍ୟେକ ଡାକ୍ତରଖାନାରେ ଆକସ୍ମିକୀ ବିଭାଗ ରହିଥାଏ
ଅନ୍ୟ ଭାଷାରେ ଅନୁବାଦ :
अकस्मात् या अचानक घटित होनेवाली घटना या बात।
आकस्मिकी से निपटने के लिए हर अस्पताल में आकस्मिकी विभाग होता है।
आकस्मिकी
A sudden unforeseen crisis (usually involving danger) that requires immediate action.
He never knew what to do in an emergency.
emergency,
exigency,
pinch