ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ;ଜ୍ଞାନର ଉନ୍ନତି ଲାଗି ପ୍ରସ୍ତୁତ ଭବନ
ଉଦାହରଣ : ଏହି ଆକାଦେମୀରେ କେତୋଟି ବଡ଼ବଡ଼ ବଖରା ଅଛି
ସମକକ୍ଷ : ଏକାଡ଼େମୀ
ଅର୍ଥ : ଯେଉଁ ବିଦ୍ୟାଳୟରେ ବିଶିଷ୍ଟ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ଥାଏ
ଉଦାହରଣ : ସେ ନିଜପୁଅର ନାମଲେଖା ଗୋଟିଏ ସୈନ୍ୟ ଆକାଦେମୀରେ କଲେ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह विद्यालय जहाँ कोई विशिष्ट प्रशिक्षण दिया जाता है।
A school for special training.
ସଂସ୍ଥାପନ କରନ୍ତୁ