ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆକାଶଦୀପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆକାଶଦୀପ   ବିଶେଷ୍ୟ

ଅର୍ଥ : କାର୍ତ୍ତିକ ମାସରେ ହିନ୍ଦୁଲୋକେ ଯେଉଁ ଦୀପ ମାଟିହାଣ୍ଡିରେ ରଖି ତାକୁ ଉଚ୍ଚା ବାଉଁଶମୁଣ୍ଡରେ ବାନ୍ଧି ଜଳାନ୍ତି

ଉଦାହରଣ : ଆକାଶଦୀପର ଆଲୁଅ ଦୂରରୁ ଦେଖାଯାଉଥିଲା


ଅନ୍ୟ ଭାଷାରେ ଅନୁବାଦ :

वह दीपक जो कार्तिक के महीने में हिन्दू लोग कंडील में रखकर, ऊँचे बाँस के सिरे पर बाँधकर जलाते हैं।

आकाशदीप की रोशनी दूर से दिखाई दे रही थी।
आकाश-दीप, आकाश-प्रदीप, आकाशदीप, आकाशदीया, आकाशप्रदीप