ଅର୍ଥ : ଉଦବିଗ୍ନ ହେବାର ଅବସ୍ଥା ବା ଭାବ
ଉଦାହରଣ :
ଉଦବିଗ୍ନତା କାରଣରୁ ଏହି କାର୍ଯ୍ୟରେ ମୁଁ ନିଜର ମନୋନିବେଶ କରିପାରୁନାହିଁ
ସମକକ୍ଷ : ଆକୁଳତା, ଉଦବିଗ୍ନତା, ବିକଳତା, ବ୍ୟାକୁଳତା
ଅନ୍ୟ ଭାଷାରେ ଅନୁବାଦ :
आकुल होने की अवस्था या भाव।
आकुलता के कारण मैं इस कार्य पर अपना ध्यान केन्द्रित नहीं कर पा रहा हूँ।ଅର୍ଥ : ଆତୁର ହେବାର ଅବସ୍ଥା
ଉଦାହରଣ :
ଦୁଇ ବର୍ଷ କାଳ ଘରୁ ଦୂରରେ ରହିବା ପରେ ଘର ଲୋକଙ୍କ ସହିତ ମିଶିବାପାଇଁ ତାଙ୍କର ଆତୁରତା ବଢ଼ିଚାଲିଥିଲା
ସମକକ୍ଷ : ଅସ୍ଥିରତା, ଉତ୍କଣ୍ଠା, ବ୍ୟଗ୍ରତା
ଅନ୍ୟ ଭାଷାରେ ଅନୁବାଦ :
आतुर होने की अवस्था।
दो साल घर से दूर रहने के बाद घरवालों से मिलने की उसकी आतुरता बढ़ती जा रही थी।