ଅର୍ଥ : ସତ୍କାର ସହିତ ବା ଅଭିନନ୍ଦନ ସହିତ
ଉଦାହରଣ :
ଶ୍ୟାମ ଆପଣଙ୍କୁ ତା’ ଘରକୁ ସାଦର ନିମନ୍ତ୍ରଣ କରିଛି
ସମକକ୍ଷ : ଆଦରସହିତ, ସତ୍କାରପୂର୍ବକ, ସତ୍କାରସହିତ, ସାଦର
ଅନ୍ୟ ଭାଷାରେ ଅନୁବାଦ :
सत्कार के साथ या आवभगत के साथ।
श्याम ने आपको अपने घर सत्कारपूर्वक आमंत्रित किया है।