ଅର୍ଥ : ଏଭଳି କିଛି ଉଚ୍ଚ ସିଦ୍ଧାନ୍ତ ଯାହା ମନୁଷ୍ୟ ନିଜ ଜୀବନରେ ଆପଣାଇନିଏ ଏବଂ ସେ ଅନୁସାରେ ଚାଲିବାକୁ ଠିକ୍ ମନେ କରେ
ଉଦାହରଣ :
ସମସ୍ତଙ୍କର ନିଜ ନିଜର ଆଦର୍ଶ ଥାଏ
ଅନ୍ୟ ଭାଷାରେ ଅନୁବାଦ :
A rule or standard especially of good behavior.
A man of principle.ଅର୍ଥ : ଯାହାକୁ ଦେଖି ତା ଅନୁସାରେ କିଛି କରାଯାଏ ବା ତିଆରି କରାଯାଏ
ଉଦାହରଣ :
ବୈଜ୍ଞାନିକମାନେ ପକ୍ଷୀମାନଙ୍କୁ ନମୂନା ଭାବେ ନେଇ ଉଡ଼ାଜାହାଜ ନିର୍ମାଣ କରିଛନ୍ତି
ସମକକ୍ଷ : ଉଦାହରଣ, ଡିଜାଇନ, ଦୃଷ୍ଟାନ୍ତ, ନମୁନା, ନିଦର୍ଶନ
ଅନ୍ୟ ଭାଷାରେ ଅନୁବାଦ :
A model considered worthy of imitation.
The American constitution has provided a pattern for many republics.ଅର୍ଥ : ଯାହାର ରୂପ, ଗୁଣ ଆଦିର ଅନୁକରଣ କରାଯାଏ ବା ଯିଏ ସମ୍ପୂର୍ଣ୍ଣତାର ଏକ ଉତ୍ତମ ମାନଦଣ୍ଡ
ଉଦାହରଣ :
ଗୋପବନ୍ଧୁ ଜଣେ ଆଦର୍ଶ ବ୍ୟକ୍ତି ଥିଲେ
ଅନ୍ୟ ଭାଷାରେ ଅନୁବାଦ :
जिसके रूप, गुण आदि का अनुकरण किया जाए या जो संपूर्णता या उत्तमता का अच्छा मानक हो।
मालवीयजी एक आदर्श व्यक्ति थे।Conforming to an ultimate standard of perfection or excellence. Embodying an ideal.
ideal