ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆବଣ୍ଟିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆବଣ୍ଟିତ   ବିଶେଷଣ

ଅର୍ଥ : ବଣ୍ଟା ହୋଇଥିବା ବା ଯାହାର ଆବଣ୍ଟନ କରାଯାଇଛି

ଉଦାହରଣ : ଆବଣ୍ଟିତ ଭୂମି ଉପରେ ଭୂମିହୀନମାନଙ୍କୁ ରଖାଯାଇଛି

ସମକକ୍ଷ : ଆବଂଟିତ


ଅନ୍ୟ ଭାଷାରେ ଅନୁବାଦ :

बाँटा हुआ या जिसका आबंटन किया गया हो।

भूमिहीनों को आवंटित भूमि पर बसाया गया।
आबंटित, आवंटित