ଅର୍ଥ : ଧନାତ୍ମକ ବା ଋଣାତ୍ମକ ଆବେଶର ପୂର୍ଣ୍ଣ ମାତ୍ରା (କୌଣସି ତନ୍ତ୍ର, ପିଣ୍ଡ ବା କଣା)
ଉଦାହରଣ :
ଏହି ପ୍ରକ୍ରିୟା ଦ୍ବାରା ଆବେଶିତ କଣାର ଶକ୍ତି ବଢିଯାଏ
ସମକକ୍ଷ :
ଆବିଷ୍ଟ
ଅନ୍ୟ ଭାଷାରେ ଅନୁବାଦ :
धनात्मक या ऋणात्मक आवेश की कुल मात्रा का (किसी तंत्र, पिंड या कण)।
इस प्रक्रिया से आवेशित कणों की ऊर्जा बढ़ जाती है।
आविष्ट,
आवेशित