ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆର୍ଷପ୍ରୟୋଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆର୍ଷପ୍ରୟୋଗ   ବିଶେଷ୍ୟ

ଅର୍ଥ : ଭାଷା କ୍ଷେତ୍ରରେ କୌଣସି ପଦ ବା ଶବ୍ଦର ଏଭଳି ପ୍ରୟୋଗ ଯାହା ବ୍ୟକରଣର ନିୟମ ବିରୁଦ୍ଧ ହେଲେ ମଧ୍ୟ ଏହା ପ୍ରାଚୀନ ଋଷିମାନଙ୍କଦ୍ବାରା ପ୍ରୟୋଗ ଓ ବ୍ୟବହୃତ ହୋଇଥିବାରୁ ତାହା ପ୍ରଚଳିତ

ଉଦାହରଣ : ପ୍ରାଚୀନ ଗ୍ରନ୍ଥଗୁଡିକରେ ଆର୍ଷପ୍ରୟୋଗ ମିଳେ


ଅନ୍ୟ ଭାଷାରେ ଅନୁବାଦ :

भाषा के क्षेत्र में, किसी पद या शब्द का ऐसा प्रयोग जो व्याकरण के नियमों के विरुद्ध होने पर भी इसलिए प्रचलित तथा मान्य हो कि प्राचीन ऋषि आदि ऐसा प्रयोग कर गये हैं।

प्राचीन ग्रंथों में आर्षप्रयोग मिलते हैं।
आर्ष प्रयोग, आर्ष-प्रयोग, आर्षप्रयोग