ଅର୍ଥ : କାହାକୁ ଆଶ୍ୱସ୍ତ କରିବା ବା ଆଶା ଦେବାର ପ୍ରକ୍ରିୟା
ଉଦାହରଣ :
ମନ୍ତ୍ରୀଙ୍କ ଆଶ୍ୱାସନା ପାଇ ମୁଁ ନିଶ୍ଚିତ ହୋଇଗଲିମନ୍ତ୍ରୀଙ୍କଠୁ ସାନ୍ତ୍ୱନା ମିଳିବାକ୍ଷଣି ସେ ପ୍ରସନ୍ନ ହୋଇଗଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଦୁଖୀ ବ୍ୟକ୍ତିକୁ ଧୈର୍ଯ୍ୟ ଦେବାର କ୍ରିୟା ବା ଭାବ
ଉଦାହରଣ :
ଘରୁ ଚୋରି ହୋଇଯିବାପରେ ସବୁ ଆଗନ୍ତୁକ ମହାଜନକୁ ସାଂତ୍ୱନା ଦେଉଥିଲେ
ଅନ୍ୟ ଭାଷାରେ ଅନୁବାଦ :