ଅର୍ଥ : କଷ୍ଟହେତୁ ମୁହଁରୁ ବ୍ୟଥାପୂର୍ଣ୍ଣ ଶବ୍ଦ ବାହାରିବା
ଉଦାହରଣ :
ସେ ଖଟରେ ପଡ଼ିରହି କୁନ୍ଥାଉଥିଲା
ସମକକ୍ଷ : ଉହୁ ଆହା କରିବା, କୁନ୍ଥାଇବା, କୁନ୍ଥେଇବା
ଅନ୍ୟ ଭାଷାରେ ଅନୁବାଦ :
कष्ट आदि में मुँह से व्यथासूचक शब्द निकलना या निकालना।
वह खाट पर पड़े-पड़े कराह रहा था।