ଅର୍ଥ : ଦକ୍ଷିଣ ଭାରତରେ ମିଳୁଥିବା ଯେଉଁ ଗଛଟି ଔଷଧ ତିଆରି କାମରେ ଆସେ
ଉଦାହରଣ :
ସର୍ଦ୍ଦିହେଲେ ପଞ୍ଜୀରୀର ପତ୍ର ଓ କାଣ୍ଡର କ୍ୱାଥ୍ ବହୁତ ଉପଯୋଗୀ ହୁଏ
ସମକକ୍ଷ : ପଞ୍ଜୀରୀ
ଅନ୍ୟ ଭାଷାରେ ଅନୁବାଦ :
दक्षिण भारत में होनेवाला एक पौधा जो दवा के काम में आता है।
जुकाम में पंजीरी की पत्तियों और डंठलों का काढ़ा उपयोगी होता है।