ଅର୍ଥ : ବୀମା ଉଦ୍ୟୋଗର ପଲିସୀଧାରକମାନଙ୍କ ହିତର ସୁରକ୍ଷା,ବୀମା ଉଦ୍ୟୋଗକୁ ନିୟନ୍ତ୍ରିତ କରିବା,ବୃଦ୍ଧି କରିବାକୁ ଦେବା ତଥା ତାହାର ବ୍ୟବସ୍ଥିତ ବିକାଶକୁ ସୁନିଶ୍ଚିତ କରିବା ନିମନ୍ତେ ଗଠିତ ଭାରତ ସରକାରଙ୍କର ଗୋଟିଏ ରାଷ୍ତ୍ରୀୟ ସଂସ୍ଥା
ଉଦାହରଣ :
ହାଇଦରାବାଦରେ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟାଳୟ ଅଛି
ସମକକ୍ଷ : ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ
ଅନ୍ୟ ଭାଷାରେ ଅନୁବାଦ :
बीमा उद्योग के पॉलिसीधारकों के हितों की रक्षा, बीमा उद्योग को नियंत्रित करने, बढ़ावा देने तथा उनके व्यवस्थित विकास सुनिश्चित करने के लिए बनाई गई भारत सरकार की एक राष्ट्रीय संस्था।
बीमा नियामक और विकास प्राधिकरण का मुख्यालय हैदराबाद में है।