ଅର୍ଥ : ଉଦ୍ୟୋଗ ଆଦିକୁ ବଢ଼େଇବା ତଥା ନୂଆ ନୂଆ କଳକାରଖାନା ଖୋଲିବା କାର୍ଯ୍ୟ
ଉଦାହରଣ :
ନେହେରୁଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଔଦ୍ୟୋଗୀକରଣ ଉପରେ ବହୁତ ଗୁରୁତ୍ୱ ଦିଆଯାଇଥିଲା
ଅନ୍ୟ ଭାଷାରେ ଅନୁବାଦ :
उद्योग-धंधों आदि को बढ़ाने तथा नये-नये कल-कारखाने खोलने का कार्य।
नेहरूजी के प्रधानमंत्रित्व काल में औद्योगीकरण पर बहुत ज़ोर दिया गया।The development of industry on an extensive scale.
industrial enterprise, industrialisation, industrialization