ଅର୍ଥ : ଏଣୁତେଣୁ କୁହାଯାଉଥିବା ଗୁମର ଘଟଣା ବା ରଚନା
ଉଦାହରଣ :
ଷ୍ଟେମ୍ପ ଘୋଟାଲାର ଅଧିକାରୀ ଧରାପଡ଼ିବାରୁ ତାଙ୍କର କାର୍ଯ୍ୟବିଧିର କଚ୍ଚାଚିଠା ସମସ୍ତଙ୍କ ଆଗକୁ ଆସିଲା
ଅନ୍ୟ ଭାଷାରେ ଅନୁବାଦ :
ज्यों का त्यों कहा जानेवाला भीतरी हाल या लेखा।
स्टैम्प घोटाला के अपराधियों के पकड़े जाते ही उनकी कार्यविधि का कच्चा चिट्ठा सबके सामने आ गया।ଅର୍ଥ : ଆୟବ୍ୟୟ ଆଦିର ଯେଉଁ ଲେଖା କାର୍ଯ୍ୟାଳୟରୁ ବର୍ତ୍ତମାନ ସୁଦ୍ଧା ସଂପୂର୍ଣ୍ଣ ଭାବେ ତଦନ୍ତ କରାଯାଇ ନଥାଏ
ଉଦାହରଣ :
ଏ ବର୍ଷ ବଜେଟ୍ର ମୋଟାମୋଟି ତାଲିକା ପ୍ରସ୍ତୁତ ହୋଇଯାଇଛି
ସମକକ୍ଷ : ମୋଟାମୋଟି ତାଲିକା
ଅନ୍ୟ ଭାଷାରେ ଅନୁବାଦ :
आय, व्यय आदि का वह लेखा जो अभी कार्यालय से पूरी तरह जाँचा न गया हो।
इस वर्ष के बज़ट का कच्चा चिट्ठा तैयार हो चुका है।