ଅର୍ଥ : ପଦ, ମର୍ଯ୍ୟଦା ବା ଅବସ୍ଥାରେ ଛୋଟ
ଉଦାହରଣ :
ସେ ନିଜର କନିଷ୍ଠ ସହକର୍ମୀମାନଙ୍କ ସହିତ ଭଲ ସମ୍ପର୍କ ରଖେ
ସମକକ୍ଷ :
ଅଧସ୍ତନ, ନିମ୍ନସ୍ଥ
ଅନ୍ୟ ଭାଷାରେ ଅନୁବାଦ :
जो पद, मर्यादा, योग्यता आदि में छोटा या दूसरों से घटकर हो।
वह अपने कनिष्ठ सहकर्मियों के साथ भी अच्छा संबंध रखता है।
अवर,
कनिष्ठ,
जूनियर