ଅର୍ଥ : ପାଞ୍ଚ ଆଙ୍ଗୁଳିମାନଙ୍କ ମଧ୍ୟରେ ସବୁଠାରୁ ଛୋଟ ଆଙ୍ଗୁଳି
ଉଦାହରଣ :
ତା ହାତର କାଣି ଆଙ୍ଗୁଠିରେ ମୋତିର ମୁଦି ଶୋଭାପାଉଅଛି
ସମକକ୍ଷ : କନିଷ୍ଠା ଆଙ୍ଗୁଠି, କାଣି ଆଙ୍ଗୁଠି, କାଣି ଆଙ୍ଗୁଳି, ଛୋଟ ଆଙ୍ଗୁଳି
ଅନ୍ୟ ଭାଷାରେ ଅନୁବାଦ :
पाँचों अंगुलियों में से सबसे छोटी उँगली।
उसके हाथ की कानी उँगली में मोती की अँगूठी शोभायमान है।