ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଝଗଡ଼ା ଲଗାଉଥିବା ସ୍ତ୍ରୀ
ଉଦାହରଣ : ଜଣେ କଳିଆଣୀ କଥାରେ ଭାସିଯାଇ ସୀତା ଆଉ ଗୀତା ଝଗଡ଼ାରେ ମାତିଛନ୍ତି
ସମକକ୍ଷ : କଳିଆଣୀ, କଳେଈ, କାଣ୍ଡୋଇ
ଅନ୍ୟ ଭାଷାରେ ଅନୁବାଦ :हिन्दी English
झगड़ा लगानेवाली स्त्री।
A scolding nagging bad-tempered woman.
ଅର୍ଥ : ଯେ କର୍କଶ ସ୍ୱଭାବର ବା ଯେ ଝଗଡ଼ା କରୁଥାନ୍ତି
ଉଦାହରଣ : ଜଣେ କର୍କଶ ନାରୀ ହାତରେ ମନୋହରର ଲାଳନପାଳନ ଭାର ପଡ଼ିଲା
ସମକକ୍ଷ : କର୍କଶ, କଳହପ୍ରିୟା, କଳହିଣୀ, କଳିତୁଣ୍ଡି, କଳିହୁଡ଼ୀ, ଚଣ୍ଡୀ
जो कर्कश स्वभाव की हो या झगड़ा करती रहती हो।
Given to quarreling.
ସଂସ୍ଥାପନ କରନ୍ତୁ