ଅର୍ଥ : କୌଣସି କାମ କରିବା ପ୍ରଣାଳୀ
ଉଦାହରଣ :
ଉକ୍ତ କାମରେ ଉନ୍ନତି ଆଣିବାପାଇଁ ଆମକୁ କାର୍ଯ୍ୟ ପ୍ରଣାଳୀ ପରିବର୍ତ୍ତିନ କରିବାକୁ ପଡ଼ିବ
ସମକକ୍ଷ : କାର୍ଯ୍ୟପ୍ରଣାଳୀ
ଅନ୍ୟ ଭାଷାରେ ଅନୁବାଦ :
कोई काम करने की प्रणाली।
हमें इस कार्य में सुधार लाने के लिए कार्यप्रणाली में परिवर्तन करना होगा।