ଅର୍ଥ : ଏକ ପ୍ରକାରର ବନସ୍ପତି ଯେଉଁଥିରେ କଠିନ କାଷ୍ଠୀୟ କୋଷିକା ବା କାଷ୍ଠୀୟ ଭାଗ ମିଳିଥାଏ
ଉଦାହରଣ :
ଆମ୍ବ ଏକ କାଷ୍ଠୀୟ ବନସ୍ପତି
ସମକକ୍ଷ : କାଷ୍ଠୀୟ ପାଦପ
ଅନ୍ୟ ଭାଷାରେ ଅନୁବାଦ :
एक प्रकार की वनस्पति जिसमें कठोर काष्ठीय कोशिका या काष्ठीय भाग पाये जाते हैं।
आम एक काष्ठीय वनस्पति है।