ଅର୍ଥ : ଏକ ପ୍ରକାରର ଦେବତା ଯେଉଁମାନଙ୍କ ମୁହଁ ଘୋଡ଼ା ଭଳି
ଉଦାହରଣ :
ନାଚି ଗାଇ କିନ୍ନରମାନେ ଦେବତାମାନଙ୍କ ମନୋରଞ୍ଜନ କରୁଥିଲେ
ସମକକ୍ଷ : ଅଶ୍ୱମୁଖ, ତୁରଙ୍ଗ ବଦନ
ଅନ୍ୟ ଭାଷାରେ ଅନୁବାଦ :
A deity worshipped by the Hindus.
hindu deityଅର୍ଥ : ଗାଣ ବଜାଣକୁ ପେଶା କରିଥିବା ଗୋଟିଏ ଜାତି
ଉଦାହରଣ :
କିନ୍ନର ଜାତି ବିଷୟରେ ଜାଣିବାପାଇଁ ମୋହନ ଅଧିକ ଇଚ୍ଛୁକ
ସମକକ୍ଷ : କିନ୍ନର ଜାତି
ଅନ୍ୟ ଭାଷାରେ ଅନୁବାଦ :
गाने-बजाने का पेशा करने वाली एक जाति।
मोहन किन्नर जाति के बारे में अधिक से अधिक जानने का इच्छुक है।(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).
jati