ଅର୍ଥ : କାଠ ଚିରିବା ସମୟରେ କାଠରେ ଯେଉଁ ଖିଲ ଦିଆଯାଏ
ଉଦାହରଣ :
କିଳା ବାଡ଼େଇ ଦେଲେ କାଠ ଚିରିବା ସହଜ ହୋଇଥାଏ
ସମକକ୍ଷ :
କୀଳ, କୀଳକ, ଖୁଣ୍ଟି, ଗୋଜ
ଅନ୍ୟ ଭାଷାରେ ଅନୁବାଦ :
वह पच्चड़ जिसको बढ़ई लकड़ी चीरते समय काठ में ठोंक देते हैं।
पहुन्नी ठोंक देने से लकड़ी चीरने में आसानी होती है।
पहुन्नी