ଅର୍ଥ : ସେତିକି ବସ୍ତୁ ବା ଅଂଶ ଯାହାକୁ ଥରକରେ ଘଣାରେ ଢାଳି ପେଡ଼ା ଯାଇପାରେ ବା ଚକିରେ ପେଷା ଯାଇପାରେ
ଉଦାହରଣ :
ପେଷିବା ପାଇଁ ଆଉ ଦୁଇ ଥର ବାକି ଅଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କିସ୍ତିରେ ଶୁଝାଯାଉଥିବା ଋଣର ସେହି ଅଂଶ
ଉଦାହରଣ :
ମୁଁ ଏହି ମାସର କିସ୍ତି ଜମା କରିଦେଇଛି
ଅର୍ଥ : ଋଣ କିମ୍ବା ଦେବାକୁଥିବା କୌଣସି ଅଂଶ ଯାହା ଏକ ସମୟରେ ଦିଆଯାଏ
ଉଦାହରଣ :
ମୁଁ ଏହି ଋଣ କିସ୍ତିରେ ଶୁଝିବି
ଅନ୍ୟ ଭାଷାରେ ଅନୁବାଦ :
A payment of part of a debt. Usually paid at regular intervals.
installment