ଅର୍ଥ : ବ୍ୟାକରଣରେ ଯେଉଁ ଶବ୍ଦଦ୍ୱାରା କିଛି ବିଶେଷ ପ୍ରକାରରେ ବା ରୀତିରେ କାର୍ଯ୍ୟ ହେବା ସଦୃଶ ବୋଧ ହୁଏ
ଉଦାହରଣ :
ସେ ଧୀରେଧୀରେ କବାଟ ଖୋଲିଲା, ଏହି ବାକ୍ୟରେ ଧୀରେଧୀରେ ହେଉଛି କ୍ରିୟା ବିଶେଷଣ
ଅନ୍ୟ ଭାଷାରେ ଅନୁବାଦ :
व्याकरण में वह शब्द जिससे किसी विशेष प्रकार या रीति से कार्य होने का बोध होता है।
उसने धीरे से दरवाज़ा खोला में धीरे से क्रियाविशेषण है।The word class that qualifies verbs or clauses.
adverb