ଅର୍ଥ : ଯେଉଁ ଯୋଗ୍ୟତା ବା ସାମର୍ଥ୍ୟ ଯୋଗୁଁ କାହାଠାରେ କିଛି କରିପାରିବାର ବଳ ଆସେ
ଉଦାହରଣ :
କିଛି ଲୋକ ନିଜ ଶକ୍ତିର ଦୁରୁପଯୋଗ କରନ୍ତି
ସମକକ୍ଷ : ଶକ୍ତି
ଅନ୍ୟ ଭାଷାରେ ଅନୁବାଦ :
The power or right to give orders or make decisions.
He has the authority to issue warrants.ଅର୍ଥ : ଅଧିକାର, ବଳ ବା ସାମର୍ଥ୍ୟର ଉପଭୋଗ କରି ଯେଉଁ ଶକ୍ତି ନିଜ କାମ କରେ
ଉଦାହରଣ :
ଇନ୍ଦିରାଗାନ୍ଧୀ ୧୯୭୫ ରେ ନିଜ କ୍ଷମତାବଳରେ ଜରୁରୀକାଳୀନ ଅବସ୍ଥା ଘୋଷଣା କରିଥିଲେ
ସମକକ୍ଷ : ଆଧିପତ୍ୟ, ପ୍ରଭୁତ୍ୱ, ଶାସନ, ସତ୍ତା
ଅନ୍ୟ ଭାଷାରେ ଅନୁବାଦ :
The power or right to give orders or make decisions.
He has the authority to issue warrants.ଅର୍ଥ : ଜ୍ଞାନ, ଅନୁଭବ, ଶିକ୍ଷାଆଦିର ଦୃଷ୍ଟିରେ ସେହି ବିଶେଷତା ବା ଗୁଣ ଯାହାକୁ ଆଧାର କରି କୌଣସି କାର୍ଯ୍ୟ ବା ପଦ ନିମନ୍ତେ ଜଣଙ୍କୁ ଉପଯୁକ୍ତରୂପେ ବିଚାରକରାଯାଏ
ଉଦାହରଣ :
ପରୀକ୍ଷାଦ୍ୱାରା ବିଦ୍ୟାର୍ଥୀମାନଙ୍କର ଯୋଗ୍ୟତାକୁ ପରଖାଯାଏ
ସମକକ୍ଷ : ଉପଯୁକ୍ତତା, ପରଖ, ଯୋଗ୍ୟତା, ସାମର୍ଥ୍ୟ
ଅନ୍ୟ ଭାଷାରେ ଅନୁବାଦ :
ज्ञान, अनुभव, शिक्षा आदि की दृष्टि से वह विशेषता या गुण जिसके आधार पर कोई किसी कार्य या पद के लिए उपयुक्त समझा जाता है।
प्रतियोगी परीक्षाओं के द्वारा विद्यार्थियों की योग्यता परखी जाती है।An attribute that must be met or complied with and that fits a person for something.
Her qualifications for the job are excellent.ଅର୍ଥ : କିଛି ଧାରଣ କରିବାର ଯୋଗ୍ୟତା ବା ଶକ୍ତି
ଉଦାହରଣ :
ଏହି ସିନେମା ଘରର ଧାରଣ କ୍ଷମତା ପାଞ୍ଚଶହ
ସମକକ୍ଷ : ଧାରଣ କ୍ଷମତା
ଅନ୍ୟ ଭାଷାରେ ଅନୁବାଦ :
The quality of being capable -- physically or intellectually or legally.
He worked to the limits of his capability.