ଅର୍ଥ : କୌଣସି ବିଷୟରେ ନ୍ୟାୟ ଦେବାପାଇଁ ନିଯୁକ୍ତ କରାଯାଇଥିବା ବ୍ୟକ୍ତି ସମୂହ
ଉଦାହରଣ :
ଅଯୋଧ୍ୟା ଘଟଣାପାଇଁ ଗଠନ କରାଯାଇଥିବା ଖଣ୍ଡପୀଠ ଏ ପର୍ଯ୍ୟନ୍ତ ନିର୍ଣ୍ଣୟ ଦେଇନାହିଁ
ଅନ୍ୟ ଭାଷାରେ ଅନୁବାଦ :
किसी विषय-विशेष पर न्याय देने के लिए नियुक्त किया गया व्यक्तियों का समूह।
अयोध्या मामले पर गठित खंडपीठ ने अबतक निर्णय नहीं दिया है।
खंडपीठ,
खण्डपीठ
A body of citizens sworn to give a true verdict according to the evidence presented in a court of law.
jury