ଅର୍ଥ : ଯିଏ ଗବେଷଣା କରେ
ଉଦାହରଣ :
ଗବେଷକ ଗବେଷଣାରେ ଲିପ୍ତ ଅଛନ୍ତି
ସମକକ୍ଷ : ଗବେଷଣାକାରୀ
ଅନ୍ୟ ଭାଷାରେ ଅନୁବାଦ :
वह जो शोध करता हो।
अनुसंधान कर्ता अनुसंधान में लगे हुए हैं।ଅର୍ଥ : ଗବେଷଣା କରୁଥିବା ଲୋକ
ଉଦାହରଣ :
ଜଣେ ଗବେଷକ ଛାତ୍ରକୁ ଏବେ ପି.ଏଚ୍.ଡି. ଉପାଧି ମିଳିଲା
ସମକକ୍ଷ : ଅନୁସଂଧାନୀ, ଅନ୍ୱେଷକ, ଗବେଷଣାକାରୀ, ଶୋଧକର୍ତ୍ତା
ଅନ୍ୟ ଭାଷାରେ ଅନୁବାଦ :
शोध करने वाला।
एक शोधक छात्र को अभी-अभी पी एच डी की उपाधि मिली है।