ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେ ଗାନ୍ଧିବାଦକୁ ମାନେ ବା ଗାନ୍ଧିଜୀଙ୍କ ଅନୁଗାମୀ
ଉଦାହରଣ : ଗାନ୍ଧିବାଦୀମାନଙ୍କ ତାଲିକାରେ ବଡ଼ବଡ଼ ନେତା ସାମିଲ ଅଛନ୍ତି
ଅନ୍ୟ ଭାଷାରେ ଅନୁବାଦ :हिन्दी
वह जो गाँधीवाद को मानता हो या गाँधीजी का अनुयायी।
ଅର୍ଥ : ଗାନ୍ଧିବାଦ ସହିତ ସମ୍ବନ୍ଧିତ
ଉଦାହରଣ : ନିର୍ବାଚନ ସମୟରେ ନେତାଜଣକ ଗାନ୍ଧିବାଦୀ ଚିନ୍ତାଧାରାରେ ପ୍ରଭାବିତ ହେବାର ଜଣାପଡ଼ୁଥିଲା
गाँधीवाद से संबंधित।
ଅର୍ଥ : ଯେ ଗାନ୍ଧିବାଦକୁ ମାନେ
ଉଦାହରଣ : ଲାଲ ବାହାଦୁର ଶାସ୍ତ୍ରୀ ଜଣେ ଗାନ୍ଧିବାଦୀ ନେତା ଥିଲେ
जो गाँधीवाद को मानता हो।
ସଂସ୍ଥାପନ କରନ୍ତୁ