ଅର୍ଥ : କର୍ମଚାରୀମାନେ ସେବାରୁ ନିବୃତ୍ତ ହେଲାପରେ ମିଳୁଥିବା ଟଙ୍କା
ଉଦାହରଣ :
ବାପା ଗ୍ରାଚୁଇଟୀରୁ ମିଳିଥିବା ଟଙ୍କାରେ ନୂଆ ଘର କିଣିଲେ
ସମକକ୍ଷ : ପରିଦାନ
ଅନ୍ୟ ଭାଷାରେ ଅନୁବାଦ :
कर्मचारियों को सेवा निवृत्त होने पर मिलनेवाली राशि।
पिताजी ने परिदान की राशि से नया मकान खरीदा।