ଅର୍ଥ : ଘରଗୁଡ଼ିକ ରଙ୍ଗ କରିବା ପେଶା
ଉଦାହରଣ :
ମନୋହର ଘର ରଙ୍ଗେଇକରି ହଜାରହଜାର ଟଙ୍କା ରୋଜଗାର କରୁଛି
ସମକକ୍ଷ : ହାଉସ ପେଣ୍ଟିଂ
ଅନ୍ୟ ଭାଷାରେ ଅନୁବାଦ :
* घरों को पेंट करने का पेशा।
मनोहर पेन्टिंग से हजारों कमा लेता है।The occupation of a house painter.
House painting was the only craft he knew.