ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ଉଦ୍ଭିଦକୁ ଚତୁଷ୍ପଦୀମାନେ ଚରନ୍ତି
ଉଦାହରଣ : ଗାଈ ପଡ଼ିଆରେ ଘାସ ଚରୁଛି
ସମକକ୍ଷ : ତୃଣ
ଅନ୍ୟ ଭାଷାରେ ଅନୁବାଦ :हिन्दी
वह उद्भिज्ज जिसे चौपाए चरते हैं।
ଅର୍ଥ : ଖରିଫ ଫସଲ କାଟିବା ପରେ ବୁଣା ଯାଉଥିବା ଆଖୁ
ଉଦାହରଣ : କୃଷକ ଘାସ ବୁଣୁଛି
खरीफ की फसल काटने के बाद बोया जानेवाला गन्ना।
ଅର୍ଥ : ହଳ ହୋଇଥିବା ଜମିରେ ଉଠିଥିବା ଘାସଫାସ
ଉଦାହରଣ : ଚାଷୀ ଘାସ ଆଦି ସଫା କରୁଛି
जोते हुए खेत में निकला हुआ घासफूस।
ସଂସ୍ଥାପନ କରନ୍ତୁ