ଅର୍ଥ : ବାଜି ଲଗାଇ ମେଣ୍ଢା, ତିତ୍ତିର, ଗୋବରା ଚଢେଇ ଆଦିଙ୍କୁ ଲଢାଇବାର କ୍ରିୟା
ଉଦାହରଣ :
ଗଳିରେ ଚଢେଇ ଲଢେଇ ଦେଖିବା ନିମନ୍ତେ ଭିଡ ହୋଇଛି
ସମକକ୍ଷ :
ଚଢେଇ ବାଜି
ଅନ୍ୟ ଭାଷାରେ ଅନୁବାଦ :
बाज़ी लगाकर मेढ़े, तीतर, बटेर आदि लड़ाने की क्रिया।
गली में आह्वय देखने के लिए भीड़ एकत्रित हुई है।
आह्वय