ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚୁଟି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚୁଟି   ବିଶେଷ୍ୟ

ଅର୍ଥ : ମୁଣ୍ଡର ବାଳ

ଉଦାହରଣ : କଳା, ଲମ୍ବା ବାଳ ଦେଖିବାକୁ ଭଲ ଲାଗେ

ସମକକ୍ଷ : କୁନ୍ତଳ, ଚୂଳ, ବାଳ, ଶିରୋଜ, ଶିରୋରୁହ


ଅନ୍ୟ ଭାଷାରେ ଅନୁବାଦ :

सिर के बाल।

काले, लम्बे बाल देखने में अच्छे लगते हैं।
कंज, कुंतल, कुन्तल, केश, चूल, बाल, शिरज, शिरसिज, शिरसिरुह, शिरोज, शिरोरुह, शिरोरूह, सारंग

Growth of hair covering the scalp of a human being.

head of hair, mane

ଅର୍ଥ : ମୁଣ୍ଡର ବଡ଼ବଡ଼ ବାଳ ସମୂହ

ଉଦାହରଣ : ଟ୍ରେନରେ ଦୁଇଜଣ ସ୍ତ୍ରୀଲୋକ ପରସ୍ପରର ଚୁଟି ଟଣାଟଣି ହେଉଥିଲେ


ଅନ୍ୟ ଭାଷାରେ ଅନୁବାଦ :

सिर के बड़े-बड़े बालों का समूह।

ट्रेन में दो औरतें एक दूसरे का झोंटा पकड़कर खींच रही थीं।
झोंटा, झोंटी

A strand or cluster of hair.

curl, lock, ringlet, whorl