ଅର୍ଥ : ପ୍ରେମୀଯୁଗଳ ପରସ୍ପର ମଧ୍ୟରେ ଭାବାବେଶ ହୋଇ ଚୁମ୍ବନ ତଥା ଆଲିଙ୍ଗନ କରିବାର ପ୍ରକ୍ରିୟା
ଉଦାହରଣ :
ଆଜିକାଲି ଫିଲ୍ମରେ ଚୁମ୍ବନ-ଆଲିଙ୍ଗନର ଦୃଶ୍ୟ ଟିକେ ଅଧିକ ରହୁଛି
ଅନ୍ୟ ଭାଷାରେ ଅନୁବାଦ :
प्रेमियों के आपस में भावावेश होकर चूमने तथा आलिंगन करने की क्रिया।
आजकल की फिल्मों में चुम्मा-चाटी के दृश्य कुछ अधिक ही दिखाये जाते हैं।