ଅର୍ଥ : ଛାପିକରି ଲୋକଙ୍କ ସାମନାକୁ ଆଣିବା
ଉଦାହରଣ :
ସେ ତାଙ୍କ କବିତା ଖବରକାଗଜରେ ଛପାଇଲେ
ସମକକ୍ଷ : ପ୍ରକାଶିତ କରାଇବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଲେଖା ଆଦିକୁ ପ୍ରକାଶିତ କରିବା
ଉଦାହରଣ :
ସେ ଏବେ ସୁଦ୍ଧା ଦୁଇଟି ପୁସ୍ତକ ପ୍ରକାଶିତ କରିଛନ୍ତି
ସମକକ୍ଷ : ପ୍ରକାଶିତ କରିବା, ମୁଦ୍ରଣ କରିବା
ଅନ୍ୟ ଭାଷାରେ ଅନୁବାଦ :