ଅର୍ଥ : ଧଳା କାବୁଲି ବୁଟ ସିଝେଇ ତା ଦେହରେ ମସଲା ଆଦି ପକେଇ ତିଆରି କରାଯାଉଥିବା ଏକ ଖାଦ୍ୟ ପଦାର୍ଥ
ଉଦାହରଣ :
ମଜୁରିଆ ରୁଟି ଏବଂ ଛୋଲା ତରକାରି ଖାଉଛି
ସମକକ୍ଷ : କାବୁଲି ବୁଟ, ସୋଲା
ଅନ୍ୟ ଭାଷାରେ ଅନୁବାଦ :
सफेद काबुली चने को उबालकर उसमें मसाले आदि डालकर बनाया हुआ एक खाद्य पदार्थ।
मजदूर रोटी और छोला खा रहा है।ଅର୍ଥ : ଯେଉଁ ଶସ୍ୟ ବିଶେଷକରି ଡାଲି ରୂପରେ ଖିଆ ଯାଏ
ଉଦାହରଣ :
ଚଣାଛତୁ ବହୁତ ସ୍ୱାଦିଷ୍ଟ ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :