ଅର୍ଥ : ନିଜଦେଶ ପ୍ରତି ଭୀଷଣ ପ୍ରେମ
ଉଦାହରଣ :
ଆଜାଦ୍, ଭଗତସିଂହ, ସୁଭାଷ ବୋଷ ଆଦିଙ୍କଠାରେ ଦେଶପ୍ରେମ ପୂରି ରହିଥିଲା
ସମକକ୍ଷ : ଦେଶପ୍ରେମ, ରାଷ୍ଟ୍ରପ୍ରେମ
ଅନ୍ୟ ଭାଷାରେ ଅନୁବାଦ :
अपने देश के प्रति उत्कट प्रेम।
आजाद, भगत सिंह, सुभाष बाबू आदि में राष्ट्रीयता कूट-कूटकर भरी हुई थी।Love of country and willingness to sacrifice for it.
They rode the same wave of popular patriotism.