ଅର୍ଥ : ଜାହାଜର କର୍ମଚାରୀ
ଉଦାହରଣ :
ଜାହାଜୀମାନେ ଯାତ୍ରୀଙ୍କୁ ସାହାଯ୍ୟ କଲେ
ସମକକ୍ଷ : ଜାହାଜ-କର୍ମଚାରୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜାହାଜରେ ଯାତ୍ରା କରୁଥିବା ବ୍ୟକ୍ତି
ଉଦାହରଣ :
ଜାହାଜୀ ଜାହାଜ ଉପରେ ଛିଡା ହୋଇ ଅଥଳ ସମୁଦ୍ରକୁ ଅନେଇ ଥିଲେ
ସମକକ୍ଷ : ଜାହାଜ-ଯାତ୍ରୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜାହାଜ ସମ୍ବନ୍ଧୀୟ ବା ଜାହାଜର
ଉଦାହରଣ :
ଜାହାଜୀ କାଉ ବୁଲିବୁଲି ପୁଣି ଜାହାଜ ଉପରକୁ ଆସେ
ଅନ୍ୟ ଭାଷାରେ ଅନୁବାଦ :