ଅର୍ଥ : ଯାହାର ଚେତା ନାହିଁ
ଉଦାହରଣ :
ନିଜର ପ୍ରିୟବନ୍ଧୁର ମୃତ୍ୟୁ ଖବର ଶୁଣି ସେ ବେହୋସ୍ ହୋଇଗଲା
ସମକକ୍ଷ : ଅଚେତ, ଅଚେତନ, ଚେତନାରହିତ, ଚେତାଶୂନ୍ୟ, ଚେତାହୀନ, ବେହୋସ୍, ମୂର୍ଚ୍ଛିତ, ସଂଜ୍ଞାରହିତ, ସଂଜ୍ଞାଶୂନ୍ୟ, ସଂଜ୍ଞାହୀନ
ଅନ୍ୟ ଭାଷାରେ ଅନୁବାଦ :
जिसे होश न हो।
बेहोश आदमी के मुँह पर पानी के छींटे मारने से वह होश में आ गया।