ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଝଗଡ଼ାଳୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଝଗଡ଼ାଳୁ   ବିଶେଷଣ

ଅର୍ଥ : ସବୁବେଳେ କଳି କରୁଥିବା ଲୋକ

ଉଦାହରଣ : କଳିହୁଡ଼ା ଲୋକଙ୍କ ଠାରୁ ଦୂରରେ ରହିବା ହିଁ ଭଲ

ସମକକ୍ଷ : କଳହକାରୀ, କଳହପ୍ରିୟ, କଳିହା, କଳିହୁଡ଼ା, ଝଗଡ଼ା କରୁଥିବା


ଅନ୍ୟ ଭାଷାରେ ଅନୁବାଦ :

Given to quarreling.

Arguing children.
Quarrelsome when drinking.
quarrelsome