ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଟବକାଲିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଟବକାଲିଆ   ବିଶେଷଣ

ଅର୍ଥ : ବହୁତ ଛଇ ବା ନଖରା ଦେଖାଉଥିବା ଲୋକ

ଉଦାହରଣ : ସେ ବହୁତ ଛଇଆ ଲୋକ

ସମକକ୍ଷ : ଛଇଆ, ନାଟୁଆ, ଭାଉଆ


ଅନ୍ୟ ଭାଷାରେ ଅନୁବାଦ :

Like a coquette.

coquettish, flirtatious