ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗଛ କାଟିବା ଏବଂ କାଠ ଚିରିବାର ଏକ ହତିଆର
ଉଦାହରଣ : ଶ୍ୟାମ କୁରାଢ଼ିରେ କାଠ ଚିରୁଛି
ସମକକ୍ଷ : କୁରାଢ଼ି
ଅନ୍ୟ ଭାଷାରେ ଅନୁବାଦ :हिन्दी English
पेड़ काटने और लकड़ी चीरने का एक औज़ार।
An edge tool with a heavy bladed head mounted across a handle.
ଅର୍ଥ : କୁରାଢ଼ି ଭଳି ଏକ ହତିଆର
ଉଦାହରଣ : ସେ ଟାଙ୍ଗିଆରେ କାଠ ହାଣୁଛି
कुल्हाड़ी की तरह का एक हथियार।
ଅର୍ଥ : ଛୋଟ କୁରାଢ଼ି
ଉଦାହରଣ : ଚଗଲା ଦାଦା ଟାଙ୍ଗିଆରେ କାଠ ଚିରୁଛନ୍ତି
ସମକକ୍ଷ : କୁଠାର, ଛୋଟ କୁରାଢ଼ି
छोटा कुल्हाड़ा।
ସଂସ୍ଥାପନ କରନ୍ତୁ