ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ନଦୀ ମୁହାଣର ଯେଉଁ ତ୍ରିକୋଣ ଭୂ-ଭାଗ ଠାରେ ନଦୀ,ସମୁଦ୍ର ସହିତ ମିଳିତ ହେବା ପୂର୍ବରୁ କେତେକ ଶାଖାରେ ବିଭକ୍ତ ହୋଇ ଯାଇଥାଏ
ଉଦାହରଣ : ନୀଳ ଡେଲ୍ଟା ହେଉଛି ବିଶ୍ବର ସବୁଠାରୁ ବଡ ଡେଲ୍ଟା
ଅନ୍ୟ ଭାଷାରେ ଅନୁବାଦ :हिन्दी
नदी के मुहाने का वह तिकोना भू-भाग जहाँ से नदी, समुद्र में मिलने से पहले कई शाखाओं में बँट जाती है।
ଅର୍ଥ : ଗ୍ରୀକ୍ ବର୍ଣ୍ଣମାଳାର ଚତୁର୍ଥ ଅକ୍ଷର
ଉଦାହରଣ : ଡେଲ୍ଟାକୁ ତ୍ରିଭୁଜ(∆) ଆକାରରେ ଲେଖାଯାଏ
ଅନ୍ୟ ଭାଷାରେ ଅନୁବାଦ :हिन्दी English
ग्रीक वर्णमाला का चौथा अक्षर।
The 4th letter of the Greek alphabet.
ସଂସ୍ଥାପନ କରନ୍ତୁ