ଅର୍ଥ : ସୂତା, ଛଣଆଦିକୁ ବଳି ତିଆରିକରାଯାଉଥିବା ଲମ୍ବା ବସ୍ତୁ ଯାହା ବିଶେଷ କରି ବାନ୍ଧିବା କାର୍ଯ୍ୟରେ ଆସେ
ଉଦାହରଣ :
ଗାଁବାଲା ଚୋରକୁ ଦଉଡ଼ିରେ ବାନ୍ଧିଦେଲେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଘାଘରା, ପାଇଜାମା ଆଦି ବାନ୍ଧିବାପାଇଁ ସୁତାର ସାଧାରଣ ଡୋର
ଉଦାହରଣ :
ଡୋରରେ ଗଣ୍ଠି ପଡ଼ିଯିବାରୁ ତାକୁ କାଟିବାକୁ ପଡ଼ିଲା
ସମକକ୍ଷ : ଅଣ୍ଟାସୁତା, କମରସୁତା, ଡୋରି
ଅନ୍ୟ ଭାଷାରେ ଅନୁବାଦ :
A tie consisting of a cord that goes through a seam around an opening.
He pulled the drawstring and closed the bag.ଅର୍ଥ : ଡୋର ଭଳି ବଳି ହୋଇଥିବା ଯେଉଁ କନାକୁ ପିନ୍ଧିବା କାନି ବାନ୍ଧିବାପାଇଁ ଲଗାଯାଏ
ଉଦାହରଣ :
ମାଆ ଝିଅର ପୋଷାକର ଡୋର ବାନ୍ଧୁଛନ୍ତି
ସମକକ୍ଷ : ଡୋରି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସୂତା, ରେଶମ, ଉଲ୍ଆଦିକୁ ବଳି ତିଆରି ହୋଇଥିବା ମୋଟା ସୂତା ବା ଡ଼ୋରୀ
ଉଦାହରଣ :
ରେଶମ ଡୋରୀରେ ସେ ଉପହାରକୁ ବାନ୍ଧିଲା
ସମକକ୍ଷ : ଡୋରୀ
ଅନ୍ୟ ଭାଷାରେ ଅନୁବାଦ :