ଅର୍ଥ : ହଜିଯାଇଥିବା ବା ଲୁଚି ରହିଥିବା ବସ୍ତୁକୁ ପାଇବାପାଇଁ କାହାରି ଶରୀର ବା ଘର ଆଦି ପରୀକ୍ଷା କରିବା
ଉଦାହରଣ :
ଉଡ଼ାଜାହାଜରେ ଚଢ଼ିବାପୂର୍ବରୁ ଲୋକମାନଙ୍କୁ ଯାଞ୍ଚ କରାଯାଏ
ସମକକ୍ଷ : ଅନୁସନ୍ଧାନ, ତନଖି, ପରଖ, ଯାଞ୍ଚ
ଅନ୍ୟ ଭାଷାରେ ଅନୁବାଦ :
खोई या छिपाई हुई वस्तु को पाने के लिए किसी के शरीर या घर आदि की जाँच-पड़ताल।
हवाई यात्रा करने से पूर्व लोगों की तलाशी ली जाती है।