ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗୋଟିଏ ଛନ୍ଦ ଯାହାର ପ୍ରତ୍ୟେକ ଚରଣରେ ତିରିଶଟି କରି ମାତ୍ରା ଥାଏ
ଉଦାହରଣ : ତାଟକର ପ୍ରତ୍ୟେକ ଚରଣର ଶେଷରେ ମଗଣ ହୁଏ
ସମକକ୍ଷ : ତାଟକ ଛନ୍ଦ
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक छंद जिसके प्रत्येक चरण में तीस मात्राएँ होती हैं।
(prosody) a system of versification.
ଅର୍ଥ : କାନରେ ପିନ୍ଧା ଯାଉଥିବା ଫୁଲ ଆକାରର ଗୋଟିଏ ଗହଣା
ଉଦାହରଣ : ସୀତା ତାଟକ ପିନ୍ଧିବାକୁ ପସନ୍ଦ କରେ
ସମକକ୍ଷ : କର୍ଣ୍ଣପୂର, କାନକାପ, କାନଫୁଲ ବିଶେଷ, ତାଟଙ୍କ, ତାଡ଼କ
कान में पहनने का फूल के आकार का एक गहना।
Jewelry to ornament the ear. Usually clipped to the earlobe or fastened through a hole in the lobe.
ସଂସ୍ଥାପନ କରନ୍ତୁ