ଅର୍ଥ : ଏକ ପ୍ରକାର ସିଲେଇ ଯେଉଁଥିରେ ଯୋଡ଼କୁ ପ୍ରଥମେ ଲମ୍ବା ଆଡ଼ୁ ସିଧା ଛୁଞ୍ଚି ଭର୍ତ୍ତିକରି ମିଳାଇ ନିଆଯାଏ ପୁଣି ବାହାରିଥିବା ପ୍ରାନ୍ତକୁ ମୋଡ଼ି ପୁଣି ତେରଛା ସିଲେଇ ଦ୍ୱାରା ମିଳାଇ ଦିଆଯାଏ
ଉଦାହରଣ :
ଏହି ପ୍ୟାଣ୍ଟର ତୁରୁପଣ ସିଲାଇ ଖୋଲିଯାଇଛି
ଅନ୍ୟ ଭାଷାରେ ଅନୁବାଦ :
A stitch in which parallel threads are drawn and exposed threads are caught together in groups.
hemstitch, hemstitching